ଉତ୍କଳ ଦିବସରେ ବିଜେପି ଛାଡ଼ିଲେ ଜୟରାମ ପାଙ୍ଗି

ପଟ୍ଟାଙ୍ଗି: ବିଜେପିରୁ ମୋହ ତୁଟାଇଲେ ଜୟରାମ ପାଙ୍ଗି। ପୂର୍ବତନ ସାଂସଦ ଜୟରାମ ପାଙ୍ଗି ବିଜେପି ଦଳରୁ ଇସ୍ତଫା ଦେଇଛନ୍ତି। କୋଟିଆରେ ଉତ୍କଳ ଦିବସ ପାଳନ ଅବସରରେ ଆଜି ସେ ନିଜର ଇସ୍ତଫା ସମ୍ପର୍କରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି। କିନ୍ତୁ ଶ୍ରୀ ପାଙ୍ଗି ଆଗାମୀ ଦିନରେ କେଉଁ ଦଳରେ ସାମିଲ ହେବେ ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି। ତେବେ ଲୋକଙ୍କ ସହ ରହି ଅଂଚଳର ବିକାଶ ଦିଗରେ କାମ … Continue reading ଉତ୍କଳ ଦିବସରେ ବିଜେପି ଛାଡ଼ିଲେ ଜୟରାମ ପାଙ୍ଗି